ଆବଶ୍ୟକତା ଠାରୁ ଅଧିକ ବିଳାସ କରୁଛନ୍ତି ମୋହନ : ରୁବେନ

ଭୁବନେଶ୍ୱର : ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ଏକ ୟୁଟ୍ୟୁବ ଭିଡିଓ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁଁ ରୁବେନ କହୁଛି ନାମକ ଏହି ଚ୍ୟାନାଲରେ ରୁବେନ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ସମୟର ସୌଖୀନ ଜୀବନ ବିଷୟରେ ଆଲୋଚନା କରିଛନ୍ତି । ରୁବେନ ଜୋର ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ମାଝୀଙ୍କ ବିଳାସପୂର୍ଣ୍ଣ ଜୀବନ ଜାପାନ ତଥା ଓଡ଼ିଶା ବାହାରକୁ କୌଣସି ଗସ୍ତ ସମୟର…

Read More

ସୌମ୍ୟ ବାବୁ ଓଡ଼ିଶାର ପନିରସେଲଭମ୍ ହେବେ ବୋଲି କହିଲେ ରୁବେନ୍, ହେଲେ ଅନ୍ୟ ମାନେ କହିଲେ କଣ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିକଳ୍ପ ହୋଇପାରିବେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ତାଙ୍କର ନିଜର ଖବରକାଗଜ ଏବଂ ଟିଭି ରହିଛି। ତାଙ୍କର ପକେଟ୍ ବହୁତ ଗଭୀର। ସୌମ୍ୟ ବାବୁ ତାମିଲନାଡୁର ପନିରସେଲଭମ୍ ହୋଇପାରିବେ। ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି ଦେଶର ଜଣାଶୁଣା ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଏକାଧିକ ଟୁଇଟ୍ କରି ଏହି ମନ୍ତବ୍ୟ ରଖିଛନ୍ତି। କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକ…

Read More