
କେମିତି ଫେରି ପାଇବେ ସାହାରା ଇଣ୍ଡିଆ ଟଙ୍କା..ଜାଣନ୍ତୁ….
ସାହାରା ଇଣ୍ଡିଆରେ ଫସି ରହିଥିବା ୧୦କୋଟିରୁ ଅଧିକ ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ଶୀଘ୍ର ସେମାନଙ୍କ ଟଙ୍କା ଫେରସ୍ତ ହେବ । ଏଥିପାଇଁ ସରକାର ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଯେଉଁମାନଙ୍କର ଟଙ୍କା ସାହାରାରେ ଅଟକି ରହିଛି, ସେମାନେ ବର୍ତ୍ତମାନ ଅନଲାଇନରେ ଟଙ୍କା ଫେରସ୍ତ ପାଇ ପାରିବେ । କେବଳ ସାହାରାର ୪ଟି ସମବାୟ ସମିତିର ନିବେଶକମାନେ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତୁ ଜାଣିବା…