
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ତାରିଖରୁ ଲାଗୁ ହେବ ୮ମ ବେତେନ କମିଶନ
8th pay commission: ଦେଶର ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସୁଛି। ଏହି ଖବରଟି ଅଷ୍ଟମ ବେତନ କମିଶନ ଲାଗୁ ହେବାର ତାରିଖ ସହିତ ଜଡିତ। ଆପଣଙ୍କୁ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜାନୁଆରୀ ମାସରେ ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଥିଲେ। ଅଷ୍ଟମ ବେତନ କମିଶନ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ୨.୮୬ ଫିଟମେଣ୍ଟ ଫ୍ୟାକ୍ଟର ଅନୁସାରେ ବୃଦ୍ଧି ପାଇପାରେ। ଅଷ୍ଟମ ବେତନ କମିଶନ ଗଠନ…