ସମ୍ବଲପୁର ଲୋକସଭା ଓ ଜିଲ୍ଲା ପୋଛି ନେବ ବିଜେପି…ବିଜେଡ଼ିକୁ କାଳ ଗୋଷ୍ଠୀ କନ୍ଦଳ..କଂଗ୍ରେସକୁ ପାଗ ଭିଡ଼ୁ ଭିଡ଼ୁ ଯାଉଛି ବେଳ…
ସମ୍ବଲପୁର : କେନ୍ଦ୍ରୀୟ ବିଜେପିର ଅପେକ୍ଷାକୃତ ନରମ ମନୋଭାବ ସତ୍ତ୍ୱେ ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଦଳ ଭଲ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ କର୍ମୀମାନେ ଉତ୍ସାହିତ ହୋଇଛନ୍ତି। ଗୋଷ୍ଠୀ କନ୍ଦଳ ବିଜେଡି ଏବଂ ଉପଯୁକ୍ତ ରଣନୀତି କଂଗ୍ରେସକୁ ବିଜେପି ଠାରୁ ବହୁ ପଛରେ ରଖିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଗସ୍ତ ପରେ କେନ୍ଦ୍ର ବିଜେପିର ରିସର୍ଚ୍ଚ ଟିମ୍ ଏହି ତଥ୍ୟ ପ୍ରଦାନ କରିଛି। ଆରଏସଏସ୍, ଜନମତ, ବରାହେ ଇତ୍ୟାଦି ସଂସ୍ଥା ଦ୍ୱାରା କରାଯାଇଥିବା…