
ଜଗତସିଂହପୁର ଜିଲ୍ଲା ବିଜେଡି କମିଟିରେ ଟିଟୋ ସହଯୋଗୀ
ପାରାଦୀପ : ସରଳ ଜୀବନଯାପନ କର। ଦେଖାଇହେବା ପ୍ରକୃତିରୁ ଦୂରେଇ ରୁହ। ଗାନ୍ଧୀଙ୍କ ଆଦର୍ଶରେ ରୁହ। ଅପରାଧ କାର୍ଯ୍ୟକଳାପ ଠାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦୂରେଇ ରୁହ। ଏକଥା ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଓ ପ୍ରତିନିଧିମାନଙ୍କୁ କହିଥିଲେ। ମାତ୍ର ଜିଲ୍ଲା ସ୍ତରରେ କେତେକ ନେତା ନିଜ ରାଜନୈତିକ ଫାଇଦା ପାଇଁ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ବିଜେଡିରେ ମିଶାଉଥିବା ଜଣାପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ…