ଦେବୀ ମିଶ୍ରଙ୍କ ବିରୋଧରେ ଲଢିବେ ଏହି ଅବସରପ୍ରାପ୍ତ ସରକାରୀ ଅଧିକାରୀ

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ଏକାଧିକ ଜିଲ୍ଲା ପାରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା। ଏହି ଠାରୁ ଦେବୀ ପ୍ରସାଦ ମିଶ୍ରଙ୍କ ହାତରୁ ସଙ୍ଗଠନ ଖସୁଥିବା ଜଣାପଡିଥିଲା। ମାତ୍ର ନବୀନଙ୍କ ଲୋକପ୍ରିୟତା ଏବଂ ବିଜେପିର ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ୨୦୧୯ ନିର୍ବାଚନ ବାତାବରଣ ଜିତାଇ ଆଣିଥିଲା। ମାତ୍ର ଏହା ପରେ ବିଭିନ୍ନ ତୃଣମୂଳ ସଭାରେ ଶ୍ରୀ ମିଶ୍ରଙ୍କୁ ଆକ୍ରମଣ କରାଯିବ, ଅପଦସ୍ତ କରାଯିବା ଦେଖିବାକୁ ମିଳିଥିଲା। ଜଣେ…

Read More