ଇଡ଼ି ନିର୍ଦ୍ଦେଶକ ପଦ ଦୌଡ଼ରେ ଅଛନ୍ତି କେଉଁ ଓଡ଼ିଆ ଅଧିକାରୀ…ଜାଣନ୍ତୁ

ଭୁବନେଶ୍ୱର  :  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ଅଗଷ୍ଟ ପହିଲା ପୂର୍ବରୁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଇଡି ନିର୍ଦ୍ଦେଶକ ଥିବା ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ଶେଷରେ ସମାପ୍ତ ହେଉଛି। ତେଣୁ ଏହା ପରେ ଇଡି ନିର୍ଦ୍ଦେଶକ ଭାବେ କିଏ ନିଯୁକ୍ତି ପାଇବେ। ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଏକାଧିକ ବରିଷ୍ଠା ଅଧିକାରୀ ନାଁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଓଡ଼ିଆ ଅଫିସର ତଥା ୧୯୮୮…

Read More