ବିଦ୍ରୋହର ଦିନକ ପରେ ଦମ୍ ଦେଖାଇଲେ ଶରଦ ପାଓ୍ୱାର, ସତାରାରେ ସମର୍ଥକଙ୍କୁ ଭେଟିଲେ

ମୁମ୍ବାଇ : କେନ୍ଦ୍ରୀୟ ବିଜେପିର ଗୋଟି ଚାଳନାରେ  ଗତକାଲି ମହାରାଷ୍ଟ୍ରର ବିରୋଧି ଦଳ ନେତା ଅଜିତ ପାଓ୍ୱାରରେ ସରକାରରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏହା ଏନସିପିରେ ଏକ ବଡ ବିଦ୍ରୋହ। ମାତ୍ର ଏହି ବିଦ୍ରୋହ ପରେ ହାର ମାନି ନାହାନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ବିଦ୍ରୋହର ଦିନକ ପରେ ଶରଦ ପାୱାର ଏବେ ପୁଣି ନିଜ ଦଳକୁ ଛିଡା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।  ସେ ତାଙ୍କ ପାର୍ଟିର ଗ୍ରହଣଯୋଗ୍ୟ…

Read More