
ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ
ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍ସିପି’ ବିଧାୟକ ଦଳ ନେତା ଅଜିତ ପାୱାର୍ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…