
କେନ୍ଦୁଝର ପରେ ଅନୁଗୋଳ : ଦଳୀୟ ଗୋଷ୍ଠୀ କନ୍ଦଳ, ପ୍ରଶାସନିକ ଅସହଯୋଗ କାରଣରୁ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇସ୍ତଫା ଚର୍ଚ୍ଚା…
ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ବୃଦ୍ଧି। ଦଳ ଭିତରେ ଏକାଧିକ ଗୋଷ୍ଠୀ ମଧ୍ୟ ଶୀତଳ ଯୁଦ୍ଧ। ଦଳୀୟ କାର୍ଯ୍ୟକ୍ରମ ହେଉ କି ଜନ ସମ୍ପର୍କ ଯାତ୍ରା। ଏକାଧିକ ଗୋଷ୍ଠୀରେ ଭାଗ ହେଉଛନ୍ତି ଦଳୀୟ ଛାମୁଆ କର୍ମୀ ଓ ସମର୍ଥକ। ବର୍ତ୍ତମାନର ବିଧାୟକ ରମେଶ ସାଏ ଏବଂ ସମ୍ବଲପୁର ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଭିତରେ ଶୀତଳ ଯୁଦ୍ଧ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଆଶ୍ଚର୍ଯ୍ୟର କଥା, ତୃତୀୟ ମହଲାର ହସ୍ତକ୍ଷେପ…