ବିଜେଡ଼ିକୁ ଭାଙ୍ଗି ଦେବାକୁ ଭୟଙ୍କର ଷଡ଼ଯନ୍ତ୍ର, ଅପରେସନ ଲୋଟସକୁ ରୂପ ଦେବେ ଏହି ୩ ନେତା

ବଡ଼ ଭୂମିକାରେ ବୈଜୟନ୍ତଗୋଟିଏ ଗୁଳିରେ କରିବେ ଦୁଇ ଶିକାରନବୀନଙ୍କୁ ଧରାଶାୟୀ ସହ ବିଜେପିର ଏକ ନିର୍ଦ୍ଧିଷ୍ଟ ନେତାଙ୍କୁ ଏକ ଘରିକିଆ କରିବାକୁ ଉଦ୍ୟମଭୁବନେଶ୍ୱର- ବିଜୁ ଜନତା ଦଳ (ବିଜେଡି)କୁ ଭାଙ୍ଗି ଦିଆଯିବ। ଏହି କାର୍ଯ୍ୟ କେନ୍ଦ୍ରୀୟ ବିଜେପି ନେତୃତ୍ୱର ତତ୍ତ୍ୱାବଧାନରେ ଅତ୍ୟନ୍ତ ସତର୍କତାର ସହ କରାଯିବ। ନୂଆଦିଲ୍ଲୀରୁ ଏହାକୁ ନିୟନ୍ତ୍ରଣ କରିବେ ଗୃହ ମନ୍ତ୍ରୀ ଅମିତ ଶାହା। ସହାୟତା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)। ଓଡ଼ିଶାରେ ଏହି ଅପରେସନକୁ ଚୂଡାନ୍ତ ରୂପ ଦେବେ କେନ୍ଦ୍ରାପଡ଼ା ବିଜେପି…

Read More

କାହିଁକି ଲୋଡା ପଡିଲେ ସଞ୍ଜୟ, କେଉଁ ତିନି ଅଫିସର ସଞ୍ଜୟଙ୍କ ସପକ୍ଷରେ ବାଢିଥିଲେ ଯୁକ୍ତି….

ଭୁବନେଶ୍ୱର : ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ତୃତୀୟ ମହଲା ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଛି। ଏହା କୌଣସି ବଡ଼ ଦାୟିତ୍ୱ ନ ହେଲେ ବି ସାମ୍ପ୍ରତିକ ସ୍ଥିତିରେ ଯଥେଷ୍ଟ ରାଜନୈତିକ ଗୁରୁତ୍ୱ ମନେ କରୁଛି। ବିଜେପି ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସକ୍ରିୟ ଥିବା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।…

Read More

ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ…

Read More