
ରାଜ୍ୟ ବିଜେପିକୁ ବଳ ଯୋଗାଉଛି ପ୍ରଦେଶ କଂଗ୍ରେସ, ଏଆଇସିସିକୁ ରିପୋର୍ଟ ଦେଲା ବେସରକାରୀ ସର୍ଭେକ୍ଷଣ ସଂସ୍ଥା
ଭୁବନେଶ୍ୱର :ରାଜ୍ୟରେ ବିଜେଡି ନେତୃତ୍ୱାଧିନ ସରକାର ବିରୋଧରେ ଶାସକ ବିରୋଧି ହାଓ୍ୱା ଜୋର ଧରୁଥିଲା। ମାତ୍ର ଏହି ସମୟରେ କେନ୍ଦ୍ର ରାଜନୀତି ଏବଂ ଖଣି ରାଜସ୍ୱ ସ୍ୱାର୍ଥ କାରଣରୁ ରାଷ୍ଟ୍ରୀୟ ବିଜେପି ପଛଘୁଞ୍ଚା ଦେଲା। ଖାଲି ସେତକ ନୁହେଁ, ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଲେ। ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତଥା ସିଏମଓର ପ୍ରଭାବଶାଳୀ ଅଧିକାରୀଙ୍କ ସହ ଆଲୋଚନା କଲେ। ଏହା ପରେ ବିଜେପି ରାଜନୈତିକ ମହଲରେ ଲୋକହସା ହେଲା। ମାତ୍ର…