
ରାଜ୍ୟରେ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ
ରାଜ୍ୟରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୪ଫେବୃଆରୀ ସୁଦ୍ଧା ରାଜ୍ୟରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୦ ହଜାର ୧୪୫ ହୋଇଛି । ଏହି ମାସରେ ଟେଲିକମ୍ ଉପଭୋକ୍ତା ସଂଖ୍ୟାରେ ୧ ଲକ୍ଷ ୭୬ ହଜାର ୬୭୫ ବୃଦ୍ଧି ଘଟିଛି । ରାଜ୍ୟରେ ଥିବା ଚାରି ଟେଲିକମ୍ ଅପରେଟରଙ୍କ ମଧ୍ୟରୁ ଦୁଇଟି…