
ରାଜଧାନୀରେ ଉଠିଲା ଓଡ଼ିଶା ନାରୀ ନିର୍ଯ୍ୟାତନାର ସ୍ୱର
ଭୁବନେଶ୍ୱର : ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସଭାପତି ଶ୍ରୀ ଖଡଗେ ଏହି ଟିମ୍ ଗଠନ କରିବା ସହ ସରଜମିନ୍ ଯାଞ୍ଚ କରି ନିଜର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଂଯୋଜକ ଭାବେ ଦୀପା ଦାସମୁନସୀଙ୍କ ସମେତ ସାଂସଦ ରଞ୍ଜିତ୍ ରଞ୍ଜନ, ପ୍ରଣତୀ ସିନ୍ଧେ, ଏସ. ଜ୍ୟୋତିମଣି ଏବଂ ମହିଳା ଅଧିକାର ନେତ୍ରୀ ଶୋଭା ଓଝା ସାମିଲ…