ରାହୁଲ ଗାନ୍ଧୀଙ୍କୁ ଗୋଡେଇ ଗୋଡେଇ ବିରୋଧ କରୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଦେଶ ହେଉ କି ରାଜ୍ୟ ପ୍ରଶାସନିକସ୍ତରରେ ସଚିବସ୍ତରରେ ହିଁ ଅଧିକାଂଶ ନିଷ୍ପତ୍ତିର ତର୍ଜମା ହୋଇଥାଏ। ମାତ୍ର ଦେଶର ଏହି ସ୍ତରରେ ଅଧା ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ପଛୁଆବର୍ଗଙ୍କ ସଂଖ୍ୟା ନଗଣ୍ୟ ତଥା ନାହିଁ କହିଲେ ଚଳେ। ସେହିପରି ସର୍ବୋଚ୍ଚ ପ୍ରଶାସନ ସ୍ତରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂଖ୍ୟା ନାହିଁ କହିଲେ ଚଳେ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ହେବ ବକ୍ତବ୍ୟ ରଖି ଆସୁଛନ୍ତି। ମାତ୍ର ତାଙ୍କର ଏହି କାର୍ଯ୍ୟସୂଚୀର ଠିକ୍…

Read More

ମଣ୍ଡଳ ରାଜନୀତି ମୁହାଁ ରାଜନୈତିକ ଦଳ…କ’ଣ କହିଲେ ସୋନିଆ ଗାନ୍ଧୀ, ମୋହନ ଭାଗବତ

ନୂଆଦିଲ୍ଲୀ :  ନିର୍ବାଚନ ଯେତିକି ପାଖଉଛି। ସେହି ପରିମାଣରେ ସାମାଜିକ ନ୍ୟାୟ ତଥା ମଣ୍ଡଳ ପ୍ରାସଙ୍ଗିକ ହୋଇ ଯାଉଛି। ଏକଦା କଂଗ୍ରେସ ଜାତି ଭିତ୍ତିକ ଜନଗଣନା କରାଇ ତାହାକୁ ପ୍ରକାଶ କରି ନ ଥିଲା। ଏହା ପରେ କ୍ଷମତାକୁ ଆସିବା ପରେ ବିଜେପି ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାହା କରାଇ ନ ଥିଲା।  ବିହାର ବିଧାନସଭା ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ଗୃହୀତ କରିଥିଲା। ପଛୁଆ, ଦଳିତ ଏବଂ…

Read More

ମୋଦିଙ୍କୁ ସୋନିଆଙ୍କ ଚିଠି, କେଉଁ ଦାବି ଦଳର ହୃତ ଗୌରବ ଫେରାଇ ଆଣିପାରେ…ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରିୟ ପ୍ରଧାନମନ୍ତ୍ରୀ I ସଂସଦର ଆସନ୍ତା ସ୍ୱତନ୍ତ୍ର ଅଧିବେଶନରେ କଣ କାର୍ଯ୍ୟସୂଚୀ ରହିଛି । ସେ ନେଇ ସମସ୍ତଙ୍କୁ ଅବଗତ କରାନ୍ତୁ । ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିବାରୁ ଅନ୍ୟ କେତେକ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଲୋଚନା କରିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଚିଠିରେ ଏକାଧିକ ସାମାଜିକ ଏବଂ ଆର୍ଥିକ…

Read More