ସୌମ୍ୟଙ୍କ ପଛରେ ବଜ୍ର ପରି ଛିଡ଼ା ହେବେ ମୋଦି ,ଶାହା ଏବଂ ଅଦାନୀ , ସାହାଯ୍ୟ ପାଇଁ ଆଗେଇ ଆସିବେ ଏକାଧିକ କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଜାତୀୟ ସ୍ତରରେ ନିର୍ବାଚନୀ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ନିଉଜ୍ ଏରେନା ଇଣ୍ଡିଆ ଏକ ଟୁଇର ପୋଷ୍ଟ ଜରିଆରେ ଏହାକୁ ପୋଷ୍ଟ କରିଛି। ଯାହା ପରେ ଏହି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ…

Read More

ମୁଖ୍ୟମନ୍ତ୍ରୀ ଦସ୍ତଖତକୁ ନକଲି ବୋଲି କହିଲେ ସୌମ୍ୟ ପଟ୍ଟନାୟକ, ସପ୍ତାହ ତଳେ ଭେଟିବାକୁ ଅନୁମତି ମାଗି ନିରାଶ ହୋଇଥିଲେ ..

ଭୁବନେଶ୍ୱର : ରାଜନୈତିକ ଘଟଣାକ୍ରମରେ ବିଜେଡି ନେତା  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ମାତ୍ର ଏନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ନେଇ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଛନ୍ତି।  ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଉପସଭାପତି ପଦ ହରାଇବା…

Read More

ସୌମ୍ୟ ବାବୁ ଓଡ଼ିଶାର ପନିରସେଲଭମ୍ ହେବେ ବୋଲି କହିଲେ ରୁବେନ୍, ହେଲେ ଅନ୍ୟ ମାନେ କହିଲେ କଣ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିକଳ୍ପ ହୋଇପାରିବେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ତାଙ୍କର ନିଜର ଖବରକାଗଜ ଏବଂ ଟିଭି ରହିଛି। ତାଙ୍କର ପକେଟ୍ ବହୁତ ଗଭୀର। ସୌମ୍ୟ ବାବୁ ତାମିଲନାଡୁର ପନିରସେଲଭମ୍ ହୋଇପାରିବେ। ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି ଦେଶର ଜଣାଶୁଣା ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଏକାଧିକ ଟୁଇଟ୍ କରି ଏହି ମନ୍ତବ୍ୟ ରଖିଛନ୍ତି। କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକ…

Read More