ବହିଷ୍କାର ପରେ କୁଆଡେ ଯିବେ ସୌମ୍ୟ ରଞ୍ଜନ, ଦୁଇ ଜାତୀୟ ଦଳ ସହ କରୁଛନ୍ତି କି ଯୋଗାଯୋଗ !!!

ନୂଆଦିଲ୍ଲୀ :ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ପଟ୍ଟନାୟକ କୁଆଡେ ଯିବେ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ବିଜେଡି ବହିଷ୍କାର ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ ଗୁଇନ୍ଦା ସୂଚନା ଆଧାରରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଦା କରିଥିବା ଜଣାପଡିଛି। ତିନି ଦିନ ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେପିର ବରିଷ୍ଠ ନେତା ତଥା…

Read More

ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି

ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲି ଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଫୋରମ୍ ଜରିଆରେ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିସହ ସେ ଜଡିତ ଥିବା ସଂସ୍ଥା ଉପରେ ଚଢଉ ମଧ୍ୟ କରାଯାଇଛି। ମାତ୍ର କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। କେହି କେହି ଏହାକୁ ଝଡ଼ ପୂର୍ବର ନୀରବତା ବୋଲି ମତ ଦେଲେଣି।ବିଜେଡି ପ୍ରାଥମିକ ଭାବେ ବିଜେପି…

Read More

କାହା ଅନୁମତିରେ ସୌମ୍ୟ ରଞ୍ଜନଙ୍କ ପାଇଁ ପ୍ରେସ୍ ମିଟ୍ କରିଥିଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର, ସାମଗ୍ରିକ ଘଟଣାକୁ ନେଇ ଅସନ୍ତୋଷ ଜାହିର କଲା ଏଆଇସିସି

ଭୁବନେଶ୍ୱର : ଯେଉଁ ପ୍ରସଙ୍ଗ ସାଧାରଣ ଲୋକଙ୍କ ଉପକାରରେ ଆସିବ। ସେହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କର। ଅନ୍ୟ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ଖବରଦାତା ସମ୍ମିଳନୀ କରନାହିଁ।  କଂଗ୍ରେସ ଦେଶର ସବୁଠୁ ବଡ଼ ଓ ପୁରୁଣା ରାଜନୈତିକ ଫୋରମ୍ । କାହାର ନିର୍ଦ୍ଦେଶ ତଥା ସମ୍ମତି କ୍ରମେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଖବରଦାତା ସମ୍ମିଳନୀ ପ୍ରେସ୍ ମିଟ୍  କଲେ , ତାହାର ସ୍ପଷ୍ଟୀକରଣ ଦିଆଯାଉ। ଏକଥା…

Read More