ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଏବେ ବି ଅସମାହିତ ଅନେକ ପ୍ରଶ୍ନ

ଭୁବନେଶ୍ବର /ବାଲେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରୀ ସୌମ୍ୟାଶ୍ରୀ ବିଶି ସୋମବାର ବିଳମ୍ବିତ ରାତିରେ ଏମ୍ସ-ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପାହାନ୍ତିଆରେ ପୋଷ୍ଟ ମର୍ଟମ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l ତାଙ୍କ ବାପା ବଳରାମ ବିଶି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋତେ ଏକ ବାର୍ତ୍ତା ପଠାଇ ଉପଯୁକ୍ତ ତଦନ୍ତ ପାଇଁ ଆଶ୍ୱାସନା ଦେଇଛନ୍ତି। ମୋର ସରକାର, ପ୍ରଶାସନ ଏବଂ ଆଇନର ଶାସନ ଉପରେ ବିଶ୍ୱାସ ଅଛି। ଆହୁରି ମଧ୍ୟ…

Read More