
ଗାଙ୍ଗୁଲି ଚାହୁଁଥିଲେ ପାକିସ୍ଥାନ ସେମିଫାଇନାଲ ଖେଳୁ ,ହେଲେ କାହିଁକି …
କୋଲକାତା : ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୨୩ ବିଶ୍ୱକପ୍ ସେମିଫାଇନାଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ , ସେ ପାକିସ୍ଥାନ ସେମିଫାଇନାଲରେ ଖେଳିବାକୁ ଦେଖିବାକୁ ଚାହୁଁଛନ୍ତି । ତେବେ ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ରହିଛି । ତାଙ୍କ ମତରେ ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ତେବେ ତାର ମୁକାବିଲା ଟେବୁଲ ଟପର ଭାରତ ସହ ହେବ । ବିଶ୍ୱକପ୍ ପରି ବଡ…