ଓଡ଼ିଶା ମିଲେଟ ମିଶନ ସହଭାଗିତାରେ ଧାରଣୀୟ କୃଷିକୁ ପ୍ରୋତ୍ସାହନ ଦେଉଛି ଟିପିଏସ୍ଓଡିଏଲ୍

.୫ଶହ ଏକର ଚାଷ ଜମିକୁ ବିହନ ସହ ଆନୁସଙ୍ଗିକ ସହାୟତା • ୫ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ମିଲେଟ ଉପାଦେୟତା ପ୍ରଶିକ୍ଷଣ ବ୍ରହ୍ମପୁର, ଅକ୍ଟୋବର: ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି ।…

Read More

ଗୋଟିଏ କଲରେ ସବୁ ସମସ୍ୟାର ସମାଧାନଉପଭୋକ୍ତାଙ୍କ ନିମନ୍ତେ ୨୪ ଘଣ୍ଟିଆ ନିଃଶୁଳ୍କ କଲ୍ ସେଣ୍ଟର ସେବା

ବ୍ରହ୍ମପୁର: ବିଦ୍ୟୁତ ସେବା ଓ ସରବରାହ ସମ୍ପର୍କିତ ଯେକୌଣସି ସୂଚନା ନିମନ୍ତେ ଟିପିଏସଓଡିଏଲ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିଃଶୁଳ୍କ ଯୋଗାଯୋଗ ତଥା ପରାମର୍ଶ ସେବା ଯୋଗାଇ ଦେଉଛି l ବିଦ୍ୟୁତ ସଂକ୍ରାନ୍ତୀୟ ସୂଚନା ନିମନ୍ତେ ଉପଭୋକ୍ତାମାନେ ଆମର ୨୪ ଘଣ୍ଟିଆ କଲ ସେଣ୍ଟର ସହ ଯୋଗାଯୋଗ କରିପାରିବେ l ଏଥିପାଇଁ ଟୋଲ ଫ୍ରି ନମ୍ବର 1912 କିମ୍ବା 18003456797ରେ କଲ କରି ଉପଭୋକ୍ତାମାନେ ନିଜ ବିଦ୍ୟୁତ ସେଵାଜନିତ ସମସ୍ୟାର ସମାଧାନ କରିପାରିବେ l ମିଟର ରିଡିଂ, ବିଲ…

Read More

ଟିପିଏସ୍ଓଡିଏଲର ନିରନ୍ତର ଜୀବନଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତ

*ଆଠଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ*ମିଲେଟ୍ ଓ ଅନ୍ୟାନ୍ୟ ଚାଷ ଉପରେ ଗୁରୁତ୍ୱ ବ୍ରହ୍ମପୁର, ୩୧ ଜୁଲାଇ ୨୦୨୩: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବ୍ୟାପକ ସିଏସ୍ଆର୍ ଅଭିଯାନର ଓଡ଼ିଶା ଜୀବିକା ମିଶନ…

Read More