ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

• ସର୍ବସାଧାରଣଙ୍କ ସୁରକ୍ଷାକୁ ଟିପିଏସଓଡ଼ିଏଲର ଗୁରୁତ୍ୱ• ସବ-ଷ୍ଟେସନ ଚାରିପଟେ ତିଆରି ହେଉଛି ସୁରକ୍ଷା ପାଚେରୀ ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ ଲୋକେ ଏବଂ ବୁଲା ଜୀବଜନ୍ତୁ ବିଦ୍ୟୁତଜନିତ ଦୁର୍ଘଟଣାରୁ ବର୍ତ୍ତିପାରିବେ । ଗତ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ କମ୍ପାନୀ…

Read More

ଟିପିଏସ୍ଓଡିଏଲ୍ ପକ୍ଷରୁ ଡିଜିଟାଲ୍ ସାକ୍ଷରତା ଅଭିଯାନ ଅଧିନରେ ୨୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ

ଭୁବନେଶ୍ୱର/ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଡିଜିଟାଲ୍ ସାକ୍ଷରତାରେ ଉନ୍ନତି ଆଣିବା ଲାଗି ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ ଅଂଚଳରେ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ଜରିଆରେ କଂପାନି ଗ୍ରାମୀଣ ସମ୍ପ୍ରଦାୟକୁ ଡିଜିଟାଲ୍ କ୍ଷେତ୍ର ବିଷୟରେ ଅବଗତ କରୁଥିବା ବେଳେ ୨୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚ୍ଜି)ଙ୍କୁ…

Read More