ନୂଆବର୍ଷରେ ଇଣ୍ଡିଆ ମେଣ୍ଟର ପୁର୍ନଗଠନ, କଂଗ୍ରେସ ଫୋକସ୍ ଡର୍ଜନେ ଲୋକସଭା, ସହଯୋଗୀଙ୍କୁ ଛାଡିବ ବିଧାନସଭା ଆସନ

ଭୁବନେଶ୍ୱର :  କୋରାପୁଟ, ନବରଙ୍ଗପୁର,ବ୍ରହ୍ମପୁର,କନ୍ଧମାଳ, ଭଦ୍ରକ, ସୁନ୍ଦରଗଡ଼,ବାଲେଶ୍ୱର,କଟକ,ଜଗତସିଂହପୁର,ଢେଙ୍କାନାଳ,କଳାହାଣ୍ଡି ଲୋକସଭା ନିର୍ବାଚନକୁ ଏଆଇସିସି ଓଡ଼ିଶାର ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ରଖି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛି। କୋରାପୁଟ ଓ ବାଲେଶ୍ୱରରେ ଦଳର ଜିତିବା ସମ୍ଭାବନା ଥିବା ଏଆଇସିସି ରିସର୍ଚ୍ଚ ଟିମ୍ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ଦ୍ୱିତୀୟତଃ ପୁରୀ, ଭୁବନେଶ୍ୱର ଏବଂ ବରଗଡ଼ରେ ଦଳର ଭୋଟ ହାର ବୃଦ୍ଧି କରିବାକୁ ଏଆଇସିସି ପରାମର୍ଶ ଦେଇଛି। ଯଥାସମ୍ଭବ ଏହି ଆସନ ଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଏହା…

Read More

ପ୍ରଥମ ବାଜି ଜିତିଲା ଇଣ୍ଡିଆ ମେଣ୍ଟ, ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇ ଆଣିଲେ ଅଖିଲେଶ, ସୋରେନ

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଆସିଛି। ଉତ୍ତରାଖଣ୍ଡର ବାଗେଶ୍ୱର, ଉତ୍ତରପ୍ରଦେଶର ଘୋସି, କେରଳର ପୁଥୁପଲ୍ଲି, ପଶ୍ଚିମବଙ୍ଗର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରି ଏବଂ ତ୍ରିପୁରାର ଧାନପୁର ଓ ବକ୍ସନଗର ଆସନରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ‌ରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି। ଆଜି ଗଣତି ଆରମ୍ଭ ହେବାପରେ ପ୍ରଥମେ ତ୍ରିପୁରାର ୨ଟି ଆସନ…

Read More