
ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ପଡିଲେ ବଜରଙ୍ଗ ଓ ଭିନେଶ
ଦିଲ୍ଲୀ:ଭାରତୀୟ କୁସ୍ତିର ବିବାଦୀୟ ସମୟ ଜାରି ରହିଛି। ଆଗାମୀ ଏସୀୟ କ୍ରୀଡାରେ କୁସ୍ତି ଦଳର ଅଂଶଗ୍ରହଣକୁ ନେଇ ଖେଳାଳି ମାନେ ଏବେ ବି ଅନିଶ୍ଚିତତା ଭିତରେ ରହିଛନ୍ତି । ତେବେ ଏହା ଭିତରେ ଭାରତୀୟ ଅଲମ୍ପିକ ଆସୋସିଏସନର ଆଡ଼ହକ୍ କମିଟି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗାଟଙ୍କୁ ସଂଘ ଦ୍ୱାରା ଏସିୟାନ ଗେମ୍ସ ଟ୍ରାଏଲରୁ ବାଦ୍ ଦିଆଯାଇଛି। । ଯାହା ଫଳରେ…