ସୁସ୍ଥ ହେଉଛନ୍ତି ଶ୍ରୀଜୀଉ

ଧରି ଫୁଲୁରୀ ତେଲ ଓ ଓଷଧ ଲାଗିଥିବା ଅବସ୍ଥାରେ ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଚକାବିଜେ କରାଯାଉଛି। ଚକାବିଜେ ପରେ ଶ୍ରୀଜୀଉ ତାଙ୍କ ଶୋଇବା ଅବସ୍ଥାରୁ ଉଠି ବସିବା ପାଇଁ ସୁସ୍ଥ ହେଉଛନ୍ତି। ଅଣସର ଦଶମୀ ନୀତି ଅନୁଯାୟୀ, ଶ୍ରୀବିଗ୍ରହଙ୍କୁ ଦଶମୂଳମୋଦକ ନାମକ ଗୁପ୍ତ ଔଷଧ ଦିଆଯିବ। ଏହି ରାଜବୈଦ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧୀର ମୂଳ ଉପାଦାନ ହେଉଛି ଦଶ ପ୍ରକାରର ଦୁଲ୍ଲଭ ଚେରମୂଳ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି ଗୋଖରା, ଲମ୍ବାଗୋତି, ଗମ୍ଭାରୀ,…

Read More

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ପୁରୀ ଅର୍ପଣ ଚାଉଳ

ପୁରୀ: ପରିକ୍ରମା ପ୍ରକଳ୍ପ ବେଳେ ସଂଗ୍ରହ କରାଯାଇଥିବା ଅର୍ପଣ ଚାଉଳର ନିଲାମ ହୋଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଅର୍ପଣ ଚାଉଳ ନିଲାମ ହେଲା । ଅର୍ପଣ ଚାଉଳ ନିଲାମ ହୋଇଥିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଛି। ଯାହାର ମୂଲ୍ୟ ୨ କୋଟି ୮୬ ଲକ୍ଷ ଟଙ୍କା  ।ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିବାକୁ ନିକଟରେ…

Read More