ଅପରାଜିତା-ଶ୍ରୀମୟୀଙ୍କୁ ଟକ୍କର ଦେଇପାରିବେ କି ନିରଞ୍ଜନ ? ପ୍ରାର୍ଥୀ ହେବେ ନା ଗଳା ବାଟ ଦେଖିବେ …

ଭୁବନେଶ୍ୱର :  ବିଜେପିର ଆଠଟି ଲୋକସଭା ଆସନ ଓଡ଼ିଶାରେ ରହିଛି। ଉପକୂଳ ଓଡ଼ିଶାରୁ ତନ୍ମଧ୍ୟରୁ ଦୁଇଟି। ଏହି ଆସନ ହେଉଛି ରାଜଧାନୀ ଭୁବନେଶ୍ୱର ଏବଂ ବାଲେଶ୍ୱର। ବିଜେପିର ଲୋକସଭା ଆସନ ହ୍ରାସ କରିବା କଂଗ୍ରେସ ପାଇଁ ପ୍ରାଥମିକତା ହୋଇଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭାରୁ କଂଗ୍ରେସ ଶକ୍ତିଶାଳୀ ପ୍ରାର୍ଥୀତ୍ୱ ଜାହିର କରିବାକୁ ଚାହୁଁଛି। ଏହି କ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକସଭାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଏଆଇସିସିର ଏକ ସର୍ଭେ…

Read More

କାହିଁକି ଇଏ  ବିଜେଡିର ତୃତୀୟ କ୍ଷମତାଶାଳୀ  ବ୍ୟକ୍ତି, ଆଗୁଆ ପ୍ରାର୍ଥୀତ୍ୱ ଘୋଷଣା କରି ସଙ୍କେତ ଦେଲା କି ବିଜେଡି…

ଭୁବନେଶ୍ୱର : ବିଜେଡିରେ ମୁଖ୍ୟ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଦଳର ଏକ ନମ୍ବର ବ୍ୟକ୍ତି। ବିଜେଡିରେ କିଏ ଦୁଇ ନମ୍ବର, ତାହା ଜଣା ପଡେ ନାହିଁ। କେତେବେଳେ ବିଜୟ ମହାପାତ୍ର ତ ପୁଣି କେତେବେଳେ ପ୍ୟାରୀମୋହନ ମହାପାତ୍ର । ମାତ୍ର ପ୍ରଶାସନିକ ସେବାକୁ ଅବସର ନେଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦାନ କରିବା ପରେ ଦଳର ଦୁଇ ନମ୍ବର କିଏ, ତାହା ପ୍ରମାଣିତ ହୋଇଯାଇଛି। ନବୀନ ପଟ୍ଟନାୟକ ଦଳର…

Read More