ଖାଲି ପଡ଼ିଛି ଭିନ୍ନକ୍ଷମ କମିସନର ପଦ, ନିଜ ମନପସନ୍ଦର ଅଫିସରଙ୍କୁ ଅବସର ପରେ ନିଯୁକ୍ତି ଦେବାକୁ ସରକାରଙ୍କ ମନ….

ଭୁବନେଶ୍ୱର : ରାଜ୍ୟରେ ଅମଲାତନ୍ତ୍ର କୈନ୍ଦ୍ରିକ ଶାସକ ବ୍ୟବସ୍ଥା ବିରୋଧରେ ସମାଲୋଚନା ସର୍ବୋଚ୍ଚ ସଂସ୍ଥାରେ ରହିଛି। ଠିକ୍ ଏହି ସମୟରେ ରାଜ୍ୟ ସରକାର ଅମଲାତନ୍ତ୍ର କୈନ୍ଦ୍ରିକ ଶାସନକୁ ଆହୁରି ଦୃଢ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ଏକ ନିଷ୍ପତ୍ତିରୁ ଏହା ଜଣାପଡିଛି। ନୂତନ ନିଯୁକ୍ତି କିମ୍ବା ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିବା ପରିବର୍ତ୍ତେ ଭାରାପ୍ରାପ୍ତ ଅଧିକାରୀଙ୍କୁ ରଖିବାରେ ଗୁରୁତ୍ୱ ଦିଆଯାଉଛି। ଭାରାପ୍ରାପ୍ତ ଅଧିକାରୀ ଅବସର ପରେ ପୁଣି କେମିତି ସେହି ପଦରେ…

Read More