ଅବସର ନେଲେ ଏସଟିଏରେ କାର୍ଯ୍ୟରତ ପିଅନ ମାତାଲ୍ ସୋରେନ୍ପାଖରେ ବସାଇ ସାଥୀରେ ମଧ୍ୟାହ୍ନ ଭୋଜନ କଲେ ପରିବହନ କମିସନର
କଟକ : ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ସେ ସମ୍ମାନର ହକଦାର । 38 ବର୍ଷ ଧରି ପିଅନ ଭାବରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ)ରେ ସେବା ଦେଇଛନ୍ତି । ଆଉ ତାଙ୍କ ଅବସର ଦିନରେ ସମ୍ମାନର ସହ ବିଦାୟ ସମ୍ବର୍ଦ୍ଧନା ଜଣାଇ ଏକ ଭଲ ଉଦାହରଣ ସ୍ଥାପନ କରିଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଏସଟିଏରେ ପିଅନ ଭାବରେ କାର୍ଯ୍ୟରତ ଥିଲେ ମାତାଲ ସୋରେନ୍ । 1987ରେ ସରକାରୀ ଚାକିରିରେ ଯୋଡ଼ିହେଲେ । ଚାକିରି…
