ବଢୁଛି ରାହୁଲଙ୍କ ଲୋକପ୍ରିୟତା, ତାଙ୍କ ଆମେରିକା ଗସ୍ତ ଉପରେ ଲାଗିବ କି ପ୍ରତିବନ୍ଧକ

ନୂଆଦିଲ୍ଲୀ : ଭାରତ ଯୋଡ଼ ଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଦେଶ, ବିଦେଶରେ ରାହୁଲ ପୂର୍ବାପେକ୍ଷା ଅଧିକ ଗ୍ରହଣୀୟ ହେବାରେ ଲାଗିଛନ୍ତି। ହେଲେ ନିକଟରେ ତାଙ୍କୁ ଏକ ମାମଲାରେ ଦୋଷୀ କରାଯିବା ସହ 2 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି କ୍ରମରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଛି।         ଆସନ୍ତା 28 ତାରିଖରେ ରାହୁଲ ଗାନ୍ଧୀ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି।…

Read More