ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ, ପୂର୍ବ ପ୍ରତିଶ୍ରୁତି  ପୂରଣ ନ କରିବା ସହ ରାଉରକେଲା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଆଣିଲେ ଅଭିଯୋଗ..

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗତବର୍ଷ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ନ ମିଳିବାରୁ ସେ ଶିଶୁ ଭବନ ଛକ ଏକ ଉଚ୍ଚ ସ୍ଥାନକୁ ଚଢିଯାଇଥିଲେ। ପ୍ରାୟ ତିନିରୁ ଚାରି ଘଣ୍ଟା ପାଇଁ ରାଜଧାନୀରେ ଚକାଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। କମିସନରେଟ୍ ପୁଲିସ୍ ଠାରୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ନୟାନ୍ତ ହେବାକୁ ପଡ଼ିଥିଲା।  ଏହାର ଠିକ୍…

Read More

ପଶ୍ଚିମ ଓଡ଼ିଶା ବହୁ ବିଧାନସଭା ଆସନରେ ବିଜେଡ଼ିର ଭୋଟ ହ୍ରାସ ପାଉଛି

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। କିଛି ଦିନ ତଳେ ପ୍ରକାଶ ପାଇଥିବା ଛତିଶଗଡ ନିର୍ବାଚନ ଫଳାଫଳ ରାଜ୍ୟ ବିଜେପିକୁ ମନସ୍ତ୍ୱାତ୍ତିକ ଫାଇଦା ପ୍ରଦାନ କରାଯାଇଛି। ଛତିଶଗଡ଼ ବିଜୟ ପରେ ଦଳର ଦୁଇ ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଅନୁମେୟ। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡିକୁ ହଜମ ହୋଇନାହିଁ କଂଗ୍ରେସର ଛତିଶଗଡ଼ ପରାଜୟ। ତେଣୁ ଦଳ କଂଗ୍ରେସ ସହ ଭିତିରିଆ ମେଣ୍ଟ କରି ପଶ୍ଚିମ ଓଡ଼ିଶାର ଆସନ…

Read More

ରାଜଗାଙ୍ଗପୁରରେ ରେଳ ଓଭରବ୍ରିଜ ନିର୍ମାଣ ହେବ , ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି

ସିଧାସଳଖ ଲୋକଙ୍କ ଠାରୁ କିଣାଯିବ ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ  ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଷ୍ପତ୍ତି ନେଇଛନ୍ତି। ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା…

Read More

ନିୟମ ଉଲ୍ଲଘଂନ କରି ଚାଲିଛି ବେଦାନ୍ତ କମ୍ପାନୀ, ବିନା ପରିବେଶ ମଞୁରୀରେ ଲୁଟୁଛି ଖଣି

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଏହି କୋଇଲା ଖଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ବାସିନ୍ଦା, ରାଇରଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ…

Read More

ସଭାରେ କୁସୁମଙ୍କୁ କାହିଁକି ଚେତାଇଦେଲେ ଜନତା… କହିଲେ କଣ…

ସୁନ୍ଦରଗଡ଼ : କୁସୁମ ମ୍ୟାଡାମ୍ ଦଳ ଛାଡନ୍ତୁନି। ପୁଣି ଜିତିବେ। ଦଳ ଛାଡିଦେଲେ ଆପଣ ହାରିଯିବେ। ଏକଥା ସିଧାସଳଖ ଗୋଟିଏ ଜନସଭାରେ ସୁନ୍ଦରଗଡ଼ ବିଧାୟକଙ୍କୁ କହିଥିଲେ ସ୍ଥାନୀୟ ବାସିନ୍ଦା ରବିଚନ୍ଦ୍ର ପଟେଲ। ଶ୍ରୀ ପଟେଲ ଏପରି କହିବା ସମୟରେ କିଛି ସମୟ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ମଞ୍ଚରେ ଉପସ୍ଥିତ ଥିବା କୁସୁମ ଟେଟେ ବି ଏହି କଥା ଶୁଣି ହସିଦେଇଥିଲେ। କେବଳ ଶ୍ରୀମତୀ ଟେଟେ ନୁହଁନ୍ତି, ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ତଳସରା…

Read More

ନିଜର ଭବିଷ୍ୟତକୁ ନେଇ କାହିଁକି ଏମିତି ଭାବୁଛନ୍ତି ଜୁଏଲ୍ ….ଜାଣନ୍ତୁ

ଭୁବନେଶ୍ୱର :  କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଆସିଲେ, ମନ୍ତ୍ରୀ ହେବା ପାଇଁ ଜୁଏଲ ଓରାମଙ୍କ ନାଁ ସବୁଠୁ ଆଗରେ ରହୁଥିଲା। ଦେବେନ୍ଦ୍ର ପ୍ରଧାନଙ୍କ ପରେ ଶ୍ରୀ ଓରାମ ବିଜେପିର ଜାତୀୟ ଚେହେରା ଭାବେ ପରିଚିତ। ଦେବେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ଜୁଏଲ  ଅଟଳ ବିହାର ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଥିଲେ। ହେଲେ 2014 ପରେ ତାଙ୍କର କେନ୍ଦ୍ର କାଟତି କମିବାରେ ଲାଗିଲା।…

Read More