ପାରିବାରିକ ବିବାଦ ଥିଲେ ଟିକେଟ୍ ନାହିଁ, ବିଜେଡି ନେଉଛି ଏପରି ନିଷ୍ପତ୍ତି ……

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ କଥା ମନେ ପକାନ୍ତୁ। ବୋହୂର ସାମାନ୍ୟ ଅଭିଯୋଗ କେମିତି ତାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରାୟତଃ ଶେଷ କରିଦେଲା। ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ, ଅର୍କେଶ ସିଂଦେଓ ଓ ଅର୍ଜିତା ବିବାଦ, ପିପିଲିର ମହାରଥୀ ପରିବାରର ବିବାଦ ଆଦି ବିଜେଡି ମୁଣ୍ଡବିନ୍ଧାର କାରଣ ହୋଇସାରିଛି। ମାତ୍ର ଆଗାମୀ ନିର୍ବାଚନରେ ପାରିବାରିକ ବିବାଦ ଯେପରି ଅଡୁଆ ନ ହୁଏ, ସେ ନେଇ ବିଜେଡି ସତର୍କ ହେବାକୁ ଯାଉଛି। ଗୋଟିଏ ପରିବାର ଗୋଟିଏ ଟିକେଟ୍…

Read More