
ବୁମରାଙ୍କ ସହ ୧୮୫ ରନ୍ ଏବଂ ବୁମ୍ରାଙ୍କ ବିନା ୨୦୦
ଅଷ୍ଟ୍ରେଲିଆ : ସିଡନୀରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ, କିନ୍ତୁ ବିଶେଷଜ୍ଞଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମ ଇନିଂସରେ ୪ ରନ୍ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୪୧ ରନରେ ୬ ୱିକେଟ୍ ହରାଇଛି । ଭାରତର ଅଗ୍ରଣୀ ହେଉଛି ୧୪୫ ରନ୍। ଏଥିରୁ ଜଣାପଡୁଛି ଯେ ଏହି ଟେଷ୍ଟ ଅଷ୍ଟ୍ରେଲିଆର ମୁଠି ଧିରେ ଧିରେ ଶକ୍ତ ହେବାରେ ଲାଗିଛି , କିନ୍ତୁ ପୂର୍ବତନ କ୍ରିକେଟରମାନେ ବିଶ୍ବାସ କରୁଛନ୍ତି ଯେ…