
ମହିଳା ଟି -୨୦ ବିଶ୍ବକପ୍ : ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ
ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଯାଇଛି | ବାଂଲାଦେଶରେ ରାଜନୈତିକ ଅସ୍ଥିରତା ହେତୁ ଏହି ବଡ ଟୁର୍ନାମେଣ୍ଟ ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇଛି। ଭାରତୀୟ ଦଳ ଆଜି (ଅକ୍ଟୋବର ୪) ତାର ଅଭିଯାନ ଆରମ୍ଭ କରିବ। ଉଦ୍ଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ସାମ୍ନା କରିବି ଟିମ୍ ଇଣ୍ଡିଆ ସେଗିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୬ ତାରିଖରେ ମ୍ୟାଚ ଖେଳା ଯିବ।୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍…