ପ୍ରଥମ ଟି-୨୦ ରେ ବୋଲର ନା ବ୍ୟାଟର କାହାର ରହିବ ପଲ୍ଲା ଭାରି ? ଜାଣନ୍ତୁ କ’ଣ ରହିଛି ପିଚ୍ ରିପୋର୍ଟ

କଲିକତା:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ଉଭୟ ଦଳ ପାଖରେ ଷ୍ଟାର ଖେଳାଳିଙ୍କ କମି ନାହିଁ। ଯେଉଁମାନେ ମାତ୍ର କିଛି ବଲ୍ ମଧ୍ୟରେ ମ୍ୟାଚ୍‌ର ମୋଡ଼ ବଦଳାଇ ପାରିବେ। ଏହି ଦୁଇ ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ ୨୦୨୪ ଟି-୨୦ ବିଶ୍ୱକପରେ ହୋଇଥିଲା। ତା’ପରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଥିଲା। ଏବେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ  ହେବାକୁ…

Read More