
ଟି -୨୦ ବିଶ୍ଵକପ୍: ଏହି ସବୁ ଦଳ ସୁପର୍-୮ ରେ ପାଇବେ ସ୍ଥାନ…
ଓପି ଡେସ୍କ; ଚଳିତ ଟି -୨୦ ବିଶ୍ଵକପରେ ଗତକାଲି ସହ ଆୟୋଜକ ଆମେରିକାକୁ ୮ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ସୁପର୍ -୮ ରେ ସ୍ଥାନ ପକ୍କା କରିଛି। ସେହିପରି ଅନ୍ୟପଟେ ଆଜି ସକାଳେ ‘ଗ୍ରୁପ୍ – ସି ‘ ରେ ନ୍ୟୁଜିଲାଣ୍ଡ କୁ ୧୩ ରନରେ ଆୟୋଜକ ୱେଷ୍ଟ ଇଣ୍ଡିଜ୍ ହରାଇ ବିଶ୍ବକପରୁ ବିଦା କରିଛି। ତେବେ ଆସନ୍ତୁ ନଜର ପକେଇବା କେଉଁ ୮ ଟି ଦଳ ସୁପର୍ -୮ ଦୌଡ଼ରେ ଅଛନ୍ତି। ପ୍ରଥମେ…