ମହିଳା ସଂରକ୍ଷଣ ପ୍ରସଙ୍ଗ ବିଗାଡ଼ିବ କି ଢେଙ୍କାନାଳ-ଅନୁଗୁଳ ରାଜନୀତି ଅଙ୍କ

ଭୁବନେଶ୍ୱର : ନିକଟରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ  ଗୃହୀତ ହୋଇଛି । ସେଣ୍ଟ୍ରାଲ୍ ଭିସ୍ତାର ନୂତନ ସଂସଦ ଭବନ ଏଥି ପାଇଁ ସ୍ମରଣୀୟ ରହିବ । କାରଣ ଏହା ପ୍ରଥମ ବିଧେୟକ । ଏହାର ପ୍ରଭାବ ନିଶ୍ଚୟ ସୁଦୂରପ୍ରସାରୀ ହେବ।  ଏହି କ୍ରମରେ  ରାଜ୍ୟ ବିଧାନସଭା ପ୍ରମିଳା ମଲ୍ଲିକ ରୂପେ ଜଣେ ମହିଳା ବାଚସ୍ପତି ମଧ୍ୟ ପାଇଛି। ଅନ୍ୟମାନେ ଦୌଡ଼ରେ ରହିଥିଲେ ମାତ୍ର ମହିଳା ମହିଳା ସଂରକ୍ଷଣ  ପ୍ରସଙ୍ଗ ପାଇଁ ଶ୍ରୀମତା  ମଲ୍ଲିକଙ୍କୁ…

Read More

କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର…

Read More

ନିର୍ବାଚନ ଯେତେ ପାଖଉଛି, ତାଳଚେର କଥା ସେତେ ମନେ ପଡୁଛି.. ଆଗକୁ ଜୋର ଧରିବ ସ୍ୱତନ୍ତ୍ର ଜିଲ୍ଲା ଦାବି …

ତାଳଚେର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଳଚେର ପାଇଁ ଏକାଧିକ ଘୋଷଣା କରିଛନ୍ତି। ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ତାଳଚେର ଗସ୍ତ କରିଥିଲେ। ଦୀର୍ଘଦିନ ତଳେ ଅନୁଗୁଳ ଜିଲ୍ଲାର ତାଳଚେରକୁ ଏତେଟା ଗୁରୁତ୍ୱ ପ୍ରଦାନ କରାଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଛି।  ଆଗାମୀ ଦିନରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭାରେ ପ୍ରାର୍ଥୀ ହେବେ ବୋଲି ଜୋରଦାର ଆଲୋଚନା ହେଉଛି। ତେଣୁ ଢେଙ୍କାନାଳ…

Read More