ରଜନୀକାନ୍ତ, କମଲ ହସନଙ୍କ ପରେ ରାଜନୀତିରେ ପାଦ ରଖିଲେ ବିଜୟ

ଦେଶର ରାଜନୀତିରେ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରଵେଶ ହୋଇଛି । ସାଉଥର ଜଣାଶୁଣା ଷ୍ଟାର ବିଜୟ ନିଜର ରାଜନୈତିକ ଦଳର ଘୋଷଣା କରିଛନ୍ତି । ତେବେ ସେ ତାଙ୍କ ଦଳର ନାମ ତାମିଲାଗା ଭେଟ୍ରି କାଜହମ୍ ରଖିଛନ୍ତି । ସୁପରଷ୍ଟାର ବିଜୟଙ୍କ ଦ୍ବାର ଜାରି ହୋଇଥିବା ବିବୃତିରେ ସେ ଲୋକସଭା ନିର୍ବାଚନ ସଂପର୍କରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉନାହୁଁ। କିମ୍ବା ଏହି ସମୟ ମଧ୍ୟରେ ଆମେ କାହାକୁ ସମର୍ଥନ…

Read More

ଦେଶରେ ବଢିବାରେ ଲାଗିଛି କୋରନା ସଂକ୍ରମଣ , ସେପଟେ କର୍ଣ୍ଣାଟକରେ ଫେରିଲା ମାସ୍କ …

କୋରନାର ଆଉ ଏକ ପ୍ରଜାତି ଜେଏନ-୧ ଭୟ ସୃଷ୍ଟି କଲାଣି । ତେବେ ଏହି ଭୂତାଣୁ ଭାରତରେ ଦେଖାଦେଇଥିବା ସୂଚନା ମିଳିଛି । ଆଗକୁ ନୂଆବର୍ଷ ଆସୁଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା କରାଯାଉଛି । ତେବେ ଏହାକୁ ନଜରରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖି ଏହାର ରିପୋର୍ଟ ହସ୍ତାନ୍ତର କରିବାକୁ ରାଜ୍ୟ ଗୁଡ଼ିକୁ କୁହାଯାଇଛି । ସେହିପରି ଅନ୍ୟପକ୍ଷରେ…

Read More