
ଜିଡିପିରେ ପାକିସ୍ତାନକୁ ପଛରେ ପକାଇଲା ଟାଟା ଗ୍ରୁପ …
ଗତ ଏକ ବର୍ଷ ଧରି ଟାଟା ଗ୍ରୁପର କମ୍ପାନୀଗୁଡିକ ନିବେଶକଙ୍କୁ ବମ୍ପର ରିଟର୍ଣ୍ଣ ଦେଇଛି । ଏହି କାରଣରୁ ପଡୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଅପେକ୍ଷା ଟାଟା ଗ୍କୁପର ସମସ୍ତ ତାଲିକାଭୁକ୍ତ କମ୍ପାନୀର ବଜାର କ୍ୟାପ୍ ଅଧିକ ହୋଇପାରିଛି। ତଥ୍ୟ ଅନୁଯାୟୀ ଟାଟାର ବଜାର କ୍ୟାପ୍ ୩୬୫ ବିଲିୟନ ଡ଼ଲାରରେ ପହଞ୍ଚି ଥିବା ବେଳେ ଆଇଏମ୍ଏଫ୍ ଅନୁଯାୟୀ ପାକିସ୍ତାନର ଜିଡିପି ମାତ୍ର ୩୪୧ ବିଲିୟନ ଡ଼ଲାର ତେବେ ଟାଟା ଗ୍ରୁପ ଜିଡିପିରେ ପାକିସ୍ଥାନକୁ ମାତ ଦେଇଛି ।…