
ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ଆସେସ୍ ସିରିଜ୍ ଆଶା ଉଜ୍ଜୀବିତ ରଖିଲା ଇଂଲଣ୍ଡ
ଲିଡ୍ସ : ଚଳିତବର୍ଷ ଇଂଲଣ୍ଡରେ ଜାରି ରହିଥିବା ଆସେସ୍ ଟେଷ୍ଟର ତୃତୀୟ ଟେଷ୍ଟର ଚାରିଦିନରେ ଇଂଲିଶ ଟିମ୍ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇଦେଇଛି। ଏହା ପରେ ଆସେସ୍ ପରିସଂଖ୍ୟନ 2-1 ହୋଇଛି। ଆଉ ଦୁଇଟି ଚେଷ୍ଟ ଖେଳା ଯିବାକୁ ରହିଥିବାରୁ ରୋମାଞ୍ଚ ଜାରି ରହିଛି। ତେବେ ଚତୁର୍ଥ ଟେଷ୍ଟ ଆସନ୍ତା ୧୯ ତାରିଖରେ ଖେଳାଯିବାକୁ ରହିଛି। ଅଷ୍ଟ୍ରେଲିଆକୁ ଇଂଲଣ୍ଡ ତିନି ଉଇକେଟରେ ହରାଇ ଦେଇଛି। ଇଂଲଣ୍ଡ ପକ୍ଷରୁ ବ୍ୟାଟିଂ କରୁଥିବା ହ୍ୟାରି ବ୍ରୁକ୍ସ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦୦…