ଟି-୨୦ ବିଶ୍ବକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ ଜାଣନ୍ତୁ କହାକୁ ମିଳିଛି ସ୍ଥାନ ଆଉ କିଏ ପଡ଼ିଛି ବାଦ୍ …

ରୋହିତ ଶର୍ମା  (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଶଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ ସେହିପରି ରିଜର୍ଭ ଖେଳାଳି ଭାବେ ରିଙ୍କୁ ସିଂ , ଶୁଭମନ ଗିଲ ,ଖଲିଲ୍ ଅହମ୍ମଦ ଓ ଆବେଶ ଖାନଙ୍କୁ…

Read More

ସିରିଜ୍ ଜିତି ଏହି ରେକର୍ଡକୁ ବଜାୟ ରଖିଲା ଟିମ୍ ଇଣ୍ଡିଆ …

ଇଂଲଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରି ଚତୁର୍ଥ ଟେଷ୍ଟରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ୫ ଟି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ଜିତି ନେଇଛି ରୋହିତ ଆଣ୍ଡ କୋ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ…

Read More

ଦ୍ବିତୀୟ ଟେଷ୍ଟର ବିଜୟ ପରେ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ୍ ପଏଣ୍ଟ ତାଲିକାର କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ ଜାଣନ୍ତୁ …

ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି। ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ବିଜୟ ପରେ ରୋହିତ ବାହୀନି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତର ବିଜୟ ହାର ୫୨.୭୭ ହୋଇଛି। ଟିମ୍ ଇଣ୍ଡିଆ ବିଶ୍ୱ…

Read More

ଭାରତକୁ ହରାଇବା ଅସମ୍ଭବ , ଏତିକି ବର୍ଷ ହେଲା ଘରୋଇ ମାଟିରେ ପରାସ୍ତ ହୋଇନି ଟିମ ଇଣ୍ଡିଆ …

ଜାନୁଆରୀ ୨୫ ରୁ ଭାରତୀୟ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି | ଟେଷ୍ଟରେ ଭାରତକୁ ନିଜ ମାଟିରେ ପରାସ୍ତ କରିବା କୌଣସି ଦଳ ପାଇଁ ସହଜ ହୋଇ ନାହିଁ । ଗତ ଦଶ ବର୍ଷ ମଧ୍ୟରେ ଭାରତ ୧୪ ଟି ଘରୋଇ ଟେଷ୍ଟ ସିରିଜ୍ ଖେଳି ସମସ୍ତ ଶୃଙ୍ଖଳାରେ ଜିତିଛି ମଧ୍ୟ | ଏଭଳି ପରିସ୍ଥିତିରେ ଭାରତ ବିପକ୍ଷରେ ଖେଳିବା ଇଂଲଣ୍ଡ ପାଇଁ ଏକ ଚ୍ୟାଲେଞ୍ଜଠାରୁ…

Read More

Virat Kohli Record ; କୋହଲି ଆଉ ଏକ ବିରାଟ ରେକର୍ଡରୁ ମାତ୍ର ୬ ରନ ପଛରେ , ସେପଟେ କ୍ଲିନ୍ ସୁଇପ ଲକ୍ଷରେ ଟିମ୍ ଇଣ୍ଡିଆ …

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ବେଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚରେ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିପାରନ୍ତି। କୋହଲିଙ୍କ ପାଖରେ ଟି -୨୦ ରେ ୧୨ ହଜାର ରନ୍ ପୂରଣ କରିବାର ସୁଯୋଗ ରହିଛି | ଏଥିପାଇଁ ତାଙ୍କୁ ମାତ୍ର ଆଉ ୬ ରନର ଆବଶ୍ୟକତା ରହିଛି | ଟି -୨୦ କ୍ରିକେଟରେ ସର୍ବାଧିକ ରନ୍ କରିବାର ରେକର୍ଡ କ୍ରିସ୍…

Read More

Happy birthday Rahul Dravid; ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି ଏମିତି ରେକର୍ଡ଼ ଯାହା ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ

ଆଜି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ବା ଦ ୱାଲ୍ ନାମରେ ପରିଚିତ ଲାଭ କରିଥିବା ରାହୁଲ ଦ୍ରାବିଡଙ୍କ ୫୧ ତମ ଜନ୍ମଦିନ। ରାହୁଲ ଦ୍ରାବିଡ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କର ନାମ ରହିଥିଲା । ସେ ତାଙ୍କ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ | ସମଗ୍ର ଦେଶ ତାଙ୍କୁ ‘ୱାଲ୍’ ନାମରେ ଜାଣିଛି । ତେବେ ଦ୍ରାବିଡ ପ୍ରାୟ ୧୨ ବର୍ଷ ପୂର୍ବେ ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ,…

Read More

ଆଇସିସି କାହିଁକି କାଟିଲା ଟିମ ଇଣ୍ଡିଆର ପଏଣ୍ଟ ଜାଣନ୍ତୁ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୩୨ ରନ୍ ଓ ଗୋଟିଏ ଇନିଂସରେ ପରାସ୍ତ କରିଛି। ଏହି ମ୍ୟାଚରେ ପରାଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛି, କିନ୍ତୁ ଏବେ ହଠାତ୍ ଶ୍ରେଷ୍ଠ ୫ରୁ ବାଦ୍ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍…

Read More

ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି…

Read More

ଆଫ୍ରିକା ମାଟିରେ ରାହୁଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ , ଜାଣନ୍ତୁ କ’ଣ ରହିଛି ଭାରତର ବିଜୟର ରେକର୍ଡ …

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଭାରତୀୟ ଦଳ ୧-୧ରେ ଶେଷ କରିବାରେ ସଫଳ ହୋଇଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଆୟୋଜକ ଦଳ ଦ୍ବିତୀୟ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି  ୧୦୬ ରନ୍ ରେ ବିଜୟୀ ହୋଇଛି। ସେହିପରି ଡିସେମ୍ବର ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ, ଯାହାର…

Read More

ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳକୁ ଆଗକୁ ବଢାଇବେନି ଦ୍ରାବିଡ଼, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ …

ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଯଦିଓ ଦ୍ରାବିଡ଼ଙ୍କ ପାଖରେ ତାଙ୍କ କାର୍ଯ୍ୟକାଳ ବଢ଼ାଇବାର ବିକଳ୍ପ ରହିଛି, ତଥାପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ରାବିଡ଼ ଆଉ ଏହି କାର୍ଯ୍ୟ ଭରକୁ ଆଗକୁ ନେବାକୁ ରାଜି ନାହାଁନ୍ତି  ଏବଂ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଟିମ୍ ଇଣ୍ଡିଆ ରେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ…

Read More