
ବଢୁଛି ଗୋଷ୍ଠୀ କନ୍ଦଳ, ଇସ୍ତଫା ଦେଇ ନେତୃତ୍ୱ ନିଷ୍ପତ୍ତିକୁ ବିରୋଧ କଲେ ବିଜେଡି ବିଧାୟକ !
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇ ଫାଳ । ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇଛି ଯେ ବିଧାୟକ ପ୍ରେମାନନ୍ଦ ନାଏକ ଇସ୍ତଫା ଦେଇଥିବା କଥା ଚର୍ଚ୍ଚା ହେଲାଣି। ଖଣି ଲୁଟ୍ କାରବାର ଭୂସ୍ୱର୍ଗ କେନ୍ଦୁଝରର ଏହି ଖବର ରାଜଧାନୀର ପାଓ୍ୱାର କରିଡ଼ରରେ ଗୁଞ୍ଜରଣ ସୃଷ୍ଟି କରିଛି। ମାତ୍ର ପ୍ରମୁଖ ଓ କ୍ଷୁଦ୍ର ଗଣମାଧ୍ୟମକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଜ୍ଞାପନ ଏହି ଖବରକୁ ଶୀତଳଭଣ୍ଡାରକୁ ଠେଲି ଦେଇଛି। ତେଲକୋଇ ରାଜନୀତି ଦୁଇ…