ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନରେ ରୋକିବାରେ ସଫଳ ହେଲା ଭାରତ

ମୁମ୍ବାଇ; ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇ  ପ୍ରଥମ ଇନିଂସରେ ୨୩୫ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି। ଭାରତୀୟ ଦଳ ପୂର୍ବରୁ ସିରିଜରେ ହାରି ସାରିଛି। ଏବେ ଏହି ମ୍ୟାଚ୍ ଜିତି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରୁଛି| ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)…

Read More

IND vs NZ : ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନ୍, ଭାରତକୁ ଦରକାର ୧୦ ୱିକେଟ

ବାଙ୍ଗାଲୋର; ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗଲୁରୁରେ ଖେଳା ଯାଉଛି। ଆଜି ଏହି ମ୍ୟାଚର ଚତୁର୍ଥ ଦିନ | ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଆଗରେ ୧୦୭ ରନର ଲକ୍ଷ୍ୟ ଦେଇଛି | ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଚତୁର୍ଥ ଦିନରେ ଷ୍ଟମ୍ପ ପର୍ଯ୍ୟନ୍ତ କୌଣସି ୱିକେଟ ନହରାଇ ଖାତା ଖୋଲି ନାହିଁ । ଖରାପ ପାଗ ପାଇଁ ଆଜି ଦିନର ମ୍ୟାଚକୁ ସ୍ଥଗିତ ରଖାଯାଇଛି। ବିଜୟ…

Read More

ରାଞ୍ଚି ଟେଷ୍ଟରୁ ବାଦ୍ ପଡିପାରନ୍ତି ଜସପ୍ରିତ୍ ବୁମରା ଜାଣନ୍ତୁ କାହିଁକି …

ରାଜକୋଟ୍‌ରେ ଇଂଲଣ୍ଡକୁ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୪୩୪ ରନ୍‌ରେ ପରାସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ରାଜକୋଟ୍‌ରେ ବିଜୟ ପରେ ଏବେ ରାଞ୍ଚିରେ ଇଂଲଣ୍ଡକୁ ହରେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ତେବେ ଫେବ୍ରୁଆରୀ ୨୩ରେ ରାଞ୍ଚିରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଚୁଡ଼ାନ୍ତ ଏକାଦଶକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଞ୍ଚି ଟେଷ୍ଟରେ ପଡ଼ିଆରେ ଯଶପ୍ରୀତ ବୁମ୍ରାଙ୍କୁ ମିସ…

Read More