କାହିଁକି ମୋଦିଙ୍କ ପ୍ରିୟ ହୋଇଗଲେଣି ନବୀନ ଓ ମମତା, ରାଜ୍ୟ କ୍ଷମତା ରଖିବା ପାଇଁ ଲୋକସଭାରେ କାହିଁକି ହାଲକା ଭାବେରେ ଲଢିବାକୁ ଯାଉଛନ୍ତି ବିଜେଡି ଓ ଟିଏମସି

କୋଲକତା : ବିଜେପି ନେତୃତ୍ୱାଧିନ ଏନଡିଏ ୟୁପି,ବିହାର ତଥା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରୁ ଯଦି ଲୋକସଭା ସିଟ୍ ହରାଏ। ତେବେ ଏହାର ବରଣ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ କରିବ। ଏନେଇ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏକ ବିଶେଷ ରଣନୀତି କରିଛନ୍ତି। ଯାହାର ନାମ ରଖାଯାଇଛି ପୂର୍ବୋଦୟ-୪୦। ପଶ୍ଚିମବଙ୍ଗରୁ ୨୫ଟି ଆସନ ଏବଂ ଓଡ଼ିଶାରୁ ୧୫ଟି ଆସନ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ବିଜେପି କାମ ଆରମ୍ଭ କରିସାରିଛି।…

Read More

ରାଜ୍ୟସଭାରୁ ଟିଏମସି ସାଂସଦ ନିଲମ୍ବିତ …

ନୂଆଦିଲ୍ଲୀ; ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତୃଣମୂଳ କଂଗ୍ରେସର (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଓ’ବ୍ରାଏନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଗତକାଲି ଅପରାହ୍ନରେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ପରେ ଗୁରୁବାର ବା ଆଜି ପୁଣି ଥରେ ସଂସଦ ଆରମ୍ଭ ହୋଇଛି। ଏହି ସମୟରେ ଓ’ବ୍ରାଏନ୍ ରାଜ୍ୟସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହାକୁ ନେଇ ତାଙ୍କୁ ଗୃହ ଛାଡ଼ିବାକୁ କୁହାଯାଇଥିଲା। …

Read More