ପର୍ଯ୍ୟଟନ ଓ ଆତିଥ୍ୟତା ଶିଳ୍ପର ପ୍ରଶିକ୍ଷଣ ନେଲେ ରାଜଧାନୀ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବାହ୍ୟ ଜ୍ଞାନର ବିକାଶ ପାଇଁ ରାଜଧାନୀ କଲେଜ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା(ପର୍ଯ୍ୟଟନ ଓ ଆତିଥ୍ୟତା) ପକ୍ଷରୁ ହୋଟେଲ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ କଲେଜ ପ୍ରିନ୍ସିପାଲ ମିନତୀ ମିଶ୍ର, ଓସେପା ଏବଂ ଇନଡ଼ସ ଏଡୁଟ୍ରେନ ପ୍ରାଇଭେଟ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା । ଏହି ହୋଟେଲ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବାସ୍ତବିକ ଜ୍ଞାନ ବିକାଶ ପାଇଁ ସହାୟକ ହୋଇଥିଲା । ପୁସ୍ତକରେ…

Read More