
ଭାଷାର ଅଭିଧାନ ଅଛି, ହେଲେ କହିବାକୁ କେହି ଜଣେ ବି ନାହିଁ
କୋରାପୁଟ : (ମାନସ ମଲ୍ଲିକ)-ପ୍ରତି ଜନଜାତିର ଭାଷା ଅଲଗା । ସେମାନଙ୍କ ଭାଷା ସାଧାରଣତଃ କଥିତ ଭାଷା ହୋଇଥିବାରୁ ଏବଂ ଲିପି ନଥିବାରୁ ପ୍ରତିବର୍ଷ ଅନେକ ଭାଷା ଲୋପ ପାଇବାରେ ଲାଗିଛି । ଏମିତି ଲୋପ ପାଇଥିବା ଏକ ଭାଷା ହେଉଛି ଆଣ୍ଡାମାନ୍ ନିକୋବର୍ ଦ୍ବୀପପୂଞ୍ଜରେ ବାସ କରୁଥିବା ଆଦିମ ଅଧିବାସୀ ଗ୍ରେଟ୍ ଆଣ୍ଡାମାନିଜ୍ ଙ୍କ ଭାଷା । ଭାଷାର ନାଁ ‘ଆକା ବୋ’ । ଏହି ଭାଷା ଜାଣିଥିବା ଶେଷ ମଣିଷ ଯିଏ ଥିଲେ ତାଙ୍କ…