Mohanadi Tribunal : ବିଳାସମୟ ପାରିବାରିକ ବ୍ୟୟବହୁଳ ଗସ୍ତକୁ ବିରୋଧ
ଭୁବନେଶ୍ୱର :(ପ୍ରସନ୍ନ ବିଷୋୟୀ )-ଆଜି ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ବ୍ୟୟ ବହୁଳ ଗସ୍ତକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରତିବାଦ ପ୍ରଦର୍ଶନ କରିଛି lମହାନଦୀ ଟ୍ରିବୁନାଲ ଆଜିଠୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଓଡିଶା ଗସ୍ତରେ ଆସୁଛନ୍ତି l ଏହା ପୂର୍ବରୁ 2023 ମସିହାରେ ମଧ୍ୟ ଟ୍ରିବୁନାଲର ଓଡିଶା ଗସ୍ତରେ 5 କୋଟି ଟଙ୍କା ଓଡିଶା ସରକାରଙ୍କ ଖର୍ଚ୍ଚ ହୋଇଥିଲା l ଟ୍ରିବୁନାଲ ର କାର୍ଯ୍ୟକାଳ…
