
ମୋଦି ବିରୋଧିଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପଡ଼ିଥିଲା ଚାପ, ଖଣ୍ଡନ କଲେ ମନ୍ତ୍ରୀ
ନୂଆଦିଲ୍ଲୀ : ଦିନକ ପୂର୍ବରୁ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନରେନ୍ଦ୍ର ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ନେଇ ଏକ ଭୟଙ୍କର ବୟାନ ଦେବା ସହ ଅଭିଯୋଗ ଆଣିଛନ୍ତି | ଅର୍ନ୍ତଜାତୀୟ ଗଣମାଧ୍ୟମକୁ ମତାମତ ଦେଇ ଜ୍ୟାକ୍ ଡୋର୍ସି କହିଛନ୍ତି ଯେ, ଗତବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଏହାକୁ ସମାଲୋଚନା କରୁଥିବା ଲୋକଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ନିଲମ୍ବନ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ…