ପୁଣି ରବିବାର , ପୁଣି ଭାରତ – ଅଷ୍ଟ୍ରେଲିଆ ଫାଇନାଲ ଏଥର ଜିତିବ କିଏ ?

ପୁଣି ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲରେ ମୁହାଁ – ମୁହିଁ ହେବେ । ବରିଷ୍ଠ ଦିନିକିଆ ବିଶ୍ବକପର ପ୍ରତିଶୋଧ ନେବାର  ଭାରତ ପାଖରେ ରହିଛି ଆଉ ଏକ ସୁଯୋଗ ।  ଅଣ୍ଡର -19 କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ | ଫେବୃଆରୀ 11 ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହାପୂର୍ବରୁ ଭାରତୀୟ ଦଳ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ପାକିସ୍ତାନକୁ ଗତକାଲି…

Read More