ଶ୍ରୀଲଙ୍କାକୁ ଆଉ ଏକ ଝଟକା ଦେଲା ଆଇସିସି ଜାଣନ୍ତୁ କ’ଣ …

ଶ୍ରୀଲଙ୍କା କ୍ରିକେଟ୍ ଏକ ଖରାପ ସମୟ ଦେଇ ଗତି କରୁଛି। ୨୦୨୩ ବିଶ୍ୱକପ୍ ରେ ପରାଜୟର ସମ୍ମୁଖୀନ ହେବା ପରେ ଶ୍ରୀଲଙ୍କା ଦଳ ବାଦ୍ ପଡ଼ିଥିଲା। ଏବେ ଆଉ ଏକ ସମସ୍ୟା ଏହି ଦଳ ପାଇଁ ଉପୁଜିଛି। ୨୦୨୪ ଅଣ୍ଡର-୧୯ ବିଶ୍ୱକପ୍ ଆୟୋଜନ ରୁ ଆଇସିସି ଶ୍ରୀଲଙ୍କାକୁ ବଞ୍ଚିତ କରିଛି। ଶ୍ରୀଲଙ୍କା କ୍ରିକେଟ  ବୋର୍ଡରେ ଚାଲିଥିବା ଅଶାନ୍ତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ଏବେ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ହସ୍ତାନ୍ତର କରିଛି। ଆଇସିସି…

Read More