
ଅଜଣା ନମ୍ବର କଲକୁ କରନ୍ତୁ ଦୂରୁଜୁହାର
ଭୁବନେଶ୍ୱର : ବହୁ ସମୟରେ ଆମ ମାନଙ୍କୁ ଅଜଣା ନମ୍ବରୁ କଲ୍ ଆସିଥାଏ। ହେଲେ ଏହି ଅଜଣା ନମ୍ବର କଲ୍ ଘାତକ ହୋଇପାରେ। ତେଣୁ ଏହି ସବୁ ଅପରିଚିତ ନମ୍ବରରୁ ଆସୁଥିବା କଲ୍ ନ ଉଠାଇବା ପାଇଁ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପରାମର୍ଶ ଦେଇଛନ୍ତି। ଏହି ଅବାଞ୍ଛିତ କଲ୍ ଓ ଆହ୍ୱାନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଅଜଣା ନମ୍ବରରୁ ଆସୁଥିବା କଲ୍କୁ ଲୋକମାନେ ଉଠାଇବା ଅନୁଚିତ। କେବଳ ସେହି…