
୧ ଏପ୍ରିଲରୁ ଏହି ମୋବାଇଲ ନମ୍ବରରେ କାମ କରିବନି UPI,ମାର୍ଚ୍ଚ ୩୧ ସୁଦ୍ଧା ଏହାକୁ ହଟାଇ ଦେବ ବ୍ୟାଙ୍କ
ନୂଆଦିଲ୍ଲୀ: ୟୁପିଆଇ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଯଦି ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ଆପଣଙ୍କର ମୋବାଇଲ୍ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛି, ତେବେ ଏହାକୁ ତୁରନ୍ତ ସକ୍ରିୟ କରନ୍ତୁ। ଯଦି ଆପଣ ଏହା ନକରନ୍ତି, ତେବେ ଆପଣ ଏପ୍ରିଲ ୧ ରୁ ୟୁପିଆଇ ବ୍ୟବହାର କରିପାରିବେ ନାହିଁ। ବାସ୍ତବରେ, ଠକେଇକୁ ରୋକିବା ପାଇଁ, ୧ ଏପ୍ରିଲରୁ UPI ପେମେଣ୍ଟ ସେବା ସହିତ ଜଡିତ ଏକ ନୂତନ ନିୟମ…